Mr. Perfect - June 12, 2021
Posted in first love odia love shayari | LOVE SHAYARI | Odia Love Shayari | Odia Sad Shayari | ODIA SHAYARI | Odia Shayari download | Odia Shayari Photo

 Odia Love Shayari

Shayari mai kahani is a library of all types of Shayari and Quotes in hindi , odia and sambalpuri language. Here you can feel and enjoy all types of shayari and quotes like Romantic Loveshayari in hindi, funny Comedy Shayari and Quotes, Sad shayari, Sambalpuri LOVE shayari, Odia shayari, Friendship shayari, Sad Shayari in Hindi forGirlfriend, English Shayari on Life, Sambalpuri ShayariOdia Love Shayari , Hindi Love Shayari in EnglishBreakup shayari, Quotes on life in Hindi, Love Quotes and Friendship Quotes etc.

Odia Love Shayari

Odia shayari mostly used by odia people or people from Odisha state mainly east Odisha or coastal Ares perople. odia language is the first language of odisha and treated as official language. Here in odisha , people are express their feeling of love towards their closest person through odia shayari and quotes. In Odisha, If a boy propose a girl, then normally he used odia language for better feeling. For ex: a boy express his love by saying “mu tumaku bhala paye” or “ମୁଁ ତୁମକୁ ଭଲପାଏ” instead of “I LOVE YOU“.

 

ସତେ ଯେପରି ଲାଗୁଛି ଡର

ଜାଣେନା କଣ ହୋଇଛି ମୋର

ଯୁଆଡ଼େ ଦେଖେ ମୁଁ ଲାଗେ ଅନ୍ଧାର

ମନ ଅଛି ବୋଧେ ପାଖେ ତୁମର

First Love Odia Love Shayari, Odia Shayari download
odia love shayari

 

ନଥିଲି କଲମ ହାତରେ ଧରି

ଶିଖାଇ ତୁମେ ହାତ ବୁଲାଇ

କି ଯାଦୁ କି କଳା ଅଛି ତୁମର

କବିତା ଆସିଲା ମନ କୁ ମୋର

 

First Love Odia Love Shayari 

କବିତା କହୁଛି ଶୁଣ

ଦେଇ ତୁମ ଦୁଇ କାନ

 

ମନର ଭାବନା କେବେ ସତ ହୁଏ କେବେ ହୁଏନା

ଜୀବନର ଚଲାପଥ କେବେ ସରେ କିଏ ଜାଣେନା

ହେଲେ ଜାଣିଚି ଏତିକି

ମନ ହୋଇଗଲେ ତା ସଙ୍ଗେ ମିଳନ

ଅପେକ୍ଷା କରିବି ଜନମ ଜନମ

 

ଭାବନା ଆସିଲା ମାନେ ଏପରି

ଖେଳେ ଫୁଲେ ଯେପରି

କହିବି ମନର କଥା କିପରି

ଲାଗୁଚି ଡର ଆହୁରି ଆହୁରି

 

ପୁଣି ଭାବିଲି କହିବି କାଲି

ଚାପୁଡ଼ା ଖାଇଲେ ଖାଇବି କାଲି

ଦେଖାହେଲା ତାକୁ କିଛି ବର୍ଷ ପରେ

ସପନ ଭାଙ୍ଗିଲା ଦେଖିଲା ପରେ

ସିନ୍ଦୂର ଥିଲା ତା ମଥାରେ

ସପନ ଭାଙ୍ଗିଲା ଦେଖିଲା ପରେ

Romantic Odia Shayari Photo

ଇଛା ଅଛି ଏକା ଛାଡ଼ି ଯିବା କୁ

ବାଧ୍ୟ କରୁଛି ସମୟ ଯିବା କୁ

ମନେ ରଖି ଥିବୁ ମନ ରେ ତାକୁ

ବାଧ୍ୟ ହୋଇଛି ଦୂରେଇ ଯିବାକୁ

 

ଦେଖିନି କେବେବି ତୋ ଭଳି ଏମିତି

ରହି ମୁଁ ପାରିବି ତୋ ବିନା କେମିତି

 

କହିବି କଣ ମୁଁ ଆଜି ମନ କୁ

କି ଲାଭ ଭାବି କି ସେଇ ପୁରୁଣା ଦିନକୁ

 

କାହିଁକି ଯାଉଛୁ ତୁ ଛାଡ଼ି ତାକୁ

ଦୁଃଖ ଦେଉଅଛୁ ତୁ ନିଜକୁ

ମନ କଥା କେବେ ତୁ କହିବୁ

ମନ କଥା କେବେ ତୁ କହିବୁ

 

ମନ ଭାବନା କେବେ ସତ ହୁଏ କେବେ ହୁଏନା

ଜୀବନ ଚଲାପଥ କେବେ ସରେ କିଏ ଜାଣେନା

ହେଲେ ଜାଣିଛି ଏତିକି,

ମନ ହୋଇଗଲେ ତା ସଙ୍ଗେ ମିଳନ ଅପେକ୍ଷା କରିବି ଜନମ ଜନମ

Odia Sad Shayari

ଜାଅନା ଜାଅନା ଛାଡ଼ି ମତେ ଜାଅନା

କି ଦୋଷ ଅଛି ମୋ ମନ ଜାଣେନା

 

କହିବ କି ଦୋଷ ମୋର

ନକହିଲେ ହେବନି ଦୂର

ଯଦି ଅଛି କହି ଦିଅ

ଦେବିନାଇ ଆଖିରେ ଲୁହ

 

ଚାହେଁ ଦେଖିବାକୁ ସେଇ ଖୁସି ତୁମର

ଚାହେଁ ରହିବାକୁ ସେଇ ମନେ ତୁମର

 

ଡରିବି ନି କାହାକୁ ଆଉ

ଦୁଃଖ କଷ୍ଟ ଯେତେ ଆଉ

ଯେତେ ଦୁଃଖ ଆସିଲେ ମନେ

ମିଶି ସହି ଯିମା ରେ ଆମେ

 

ଭୁଲ୍ ଥିଲେ କର କ୍ଷମା

ହେବନି ଏମିତି ଜମା

ଯିବିନି ମୁଁ ତୁମକୁ ଛାଡ଼ି

ତୁମ ରାଣ ସତ କହୁଛି

 

ଦୁଃଖ କେତେ ମତେ ଦେଇଛ

କଣ ମନ କୁ ପଚାରି ଦେଖିଛ

କାହିଁ ଭାବି ପାରିବ ଏତେ

ଥରୁଛି ମୋ ମନ ଯେତେ

ହସିଲେ ବି ହସି ପାରୁନି

ତୁମ ବିନା ରହି ପାରୁନି

 

ଅଯଥାରେ କରୁଛ ପର

ଭଙ୍ଗୁ ଅଛ ମନ କୁ ମୋର

ଜାଣି ନାହିଁ ଆଜି କି ପାଗ

ମାନେ ତୁମ କେତେ ଜେ ରାଗ

Odia Love Shayari for Land Mother

ହୁଅଇ ଜନମ ଆମର

 କରଇ ଫସଲ ଅମଳ,

ସହେ ଦୁଃଖ କଷ୍ଟ କେତେ ଆମର

କରେ ସେ କର୍ତ୍ତବ୍ୟ ଏକ ମାଆ

 

ବର୍ଷା ଆସେ ,              ଝଡ଼ ବି ଆସେ

ଆସେ ବିଜୁଳି ବାତ୍ୟା

 

    କାହିଁ ଡରିବ ସେ ,          ହୁଅଇ ମାଆ ଯେ

ହସି ହସି କରେ ରକ୍ଷା

 

ଝରଣା ଝରେ ,            ନଦୀ ବି ବହେ

ବହେ ନଇ ନାଳ

 

     କାହାକୁ କହେ ,         ନିଜେ ନିଜେ ସହେ

ବହେ ତା ଆଖି ରୁ ଲାଲ

 

     ଗଛ ବଢେ ,               ବିଲ ପାହାଡ଼ ବଢେ

ବଢେ ବନ ଲତା

 

      ସୁଖ ଦିଏ ,                 ଦୁଃଖ ଯନ୍ତ୍ରଣା ସହେ

ହୁଅଇ ସେ ଆମ ମାତା

 

କହିବା ଯାହାକୁ ମାଆ ଆମର

କରିବା ଯାହାକୁ ଆମେ ନିଜର

ସିଏ ଆଉ କିଏ ନୁହେଁ, ମାଟି ଆମର

ସିଏ ଆଉ କିଏ ନୁହେଁ, ମାଟି ଆମର

 

Also read: Shayari me kahani

SHAYARI

QUOTES

Leave a Reply

Your email address will not be published. Required fields are marked *