Odia Shayari on Corruption
Here I am sharing the Odia Shayari on Corruption for awareness of public. Now a days people are going to corrupted , all mind have now empty and dirty minded person are increasing . Through this Odia Shayari , I think people will understand the problems of the present situation.
You can read my Hindi Shayari On Corruption
ଏ ଆମ ଜନ୍ମ ଭୂମି ଭାରତ ବର୍ଷ ରେ
ଥିଲେ କେତେ ମହାପୁରୁଷ ଗଣରେ ।
ତାଙ୍କରି ଯେ କାମ କେତେ ଯେ ମହାନ
ତାଙ୍କ ପାଇଁ ଜନ୍ମଭୂମି ହୋଇଛି ସ୍ଵାଧୀନ ।
ଜନ୍ମଭୂମି ହୋଇଅଛି ଏକ ନୀରବ ସ୍ଵାଧୀନ
ଯେଉଁ ସ୍ଵାଧୀନ ର ମୂଳ ଅର୍ଥ ପରାଧୀନ ।
ଦେଶ ଅଟେ ଜନତାର ଅସୁବିଧା ବାରମ୍ବାର
ଦେଖୁଅଛି ସରକାର କରୁନାହିଁ ପ୍ରତିକାର ।
ବିଦ୍ୟା ଏକ ପଥ ଯାହା ମନୁଷ୍ୟ ର କର୍ମ
ବିଦ୍ୟା ପାଇଁ ବିଦ୍ୟାଳୟ ଅଛି ଏକ ସ୍ବର୍ଗ ।
ନାହିଁ ବିଦ୍ୟା ଦାତା ସେଠୀ ନାହିଁ ତ ସୁବିଧା
କେମିତି କହିବା ଆମେ ଅଛୁ ସ୍ଵାଧୀନତା ।
କୃଷି ଆତ୍ମହତ୍ୟା ଏଵଂ ନାରୀ ର ଅପମାନ
କି ପାପ କରିଥିଲେ ଯାହାର ଏପରି ପରିଣାମ।
ପଶୁହତ୍ୟା ଏବଂ ଗାଈ ଗୋରୁ ଗୋଚାଳନ
ଜଙ୍ଗଲ କୁ ନଷ୍ଟ ପୁଣି ବାୟୁପ୍ରଦୁଷନ ।
ସହି ନ ହୁଅଇ ଦେଖି ଏଇ ଭଳି କାମ
ଯା ଦ୍ଵାରା ହେଉଅଛି ଜନ୍ମଭୂମି ଅପମାନ ।
ସବୁରି ପଛରେ ଆମ ଏଇ ଦେଶ
ନୁହେଁ କାହାର ଆମରି ଦୋଷ ।
ଆସ ଭାଇ ଆମେ ଆଜି ଗଢ଼ିବା ମନ
ଏକ ରୁ ଅନେକ ଆମେ ହୋଇ ଜୀବନ ।
ସ୍ଵାଧୀନତା କୁ ଦେବା ସମ୍ମାନ
ସ୍ଵାଧୀନତା କୁ ଦେବା ସମ୍ମାନ।
ଜୟ ହିନ୍ଦ୍, ଜୟ ଭାରତ, ବନ୍ଦେ ମାତରଂ।
Also read: Shayari me kahani
SHAYARI
QUOTES
LYRICS

Jai Hind… Namaskar
Lecturer / Writer/ Blogger / Dancer.
Rapper / Fitness Lover / Actor.
Founder of Income TaxPe, No Bekari, Shayari me Kahani and MCQ Questions.
Social Worker Co-founder of Kartabya Foundation(An animal, Social and Natural Welfare Organization.) and Founder of Mission Green Balangir (Natural Welfare Organization).